{ ଶେଷ ସୁଯୋଗ} ଆପଣ ଯଦି ଜଣେ ସମାଜସେବୀ, ସାମ୍ବାଦିକ, ମାନାବାଧିକାର କର୍ମୀ, କଳାକାର,ଲେଖକ, ଗାଳ୍ପିକ ତଥା ଯେକୌଣସି କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛନ୍ତି ତେବେ ଆପଣଙ୍କୁ ଆମେ ଶେଷ ସୁଯୋଗ ଦେଉଅଛୁ ଆମ ମଞ୍ଚରେ ସମ୍ବର୍ଦ୍ଧିତ ହେବା ପାଇଁ। ନଭେମ୍ବର ୧୫ ତାରିଖ ସୁଦ୍ଧା ନିଜ ନାମ ପଞ୍ଜିକରଣ କରାଇ ନିଅନ୍ତୁ।୭୭୩୫୯୮୧୫୩୧ ନମ୍ବର ରେ ଆପଣଙ୍କ ସମସ୍ତ ବିବରଣୀ ପଠାନ୍ତୁ।ଆମେ ଆପଣଙ୍କୁ ଶୀଘ୍ର ଯୋଗାଯୋଗ କରିବୁ।
